ବ୍ଲକ କାର୍ଯ୍ୟାଳୟ ର ସଭା ଗୃହରେ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କାର୍ଯ୍ୟଳୟର ସଭା ଗୃହରେ ମଙ୍ଗଳବାର ସକଳେ ସମ୍ବଲପୁର ଜିଲ୍ଲାପାଳ ଓ ଏସପି ଙ୍କ ଯୁଗ୍ମ ଜଣ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ରେଢ଼ାଖୋଲ ଉପଜିଲ୍ଲାପାଳ ରଶ୍ମି ରଞ୍ଜନ ମହନ୍ତ, ପ୍ରକଳ୍ପ ଅଧିକାରୀ, ବ୍ଲକ ଅଧକ୍ଷ ଯୋଗ ଦେଇ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ , ଏଥିରେ ବିଶେଷ ଭବରେ ପାନୀୟ ଜଳ, ରାସ୍ତା ଘାଟ, ସୁଭଦ୍ରା ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାସନ କାର୍ଡ଼ ସମସ୍ୟା ର ଅଭିଯୋଗ ଆସିଥିଲା. ବିଭିନ୍ନ ବିଭାଗର ଅଧିକାରୀ ମ