ଚାର ବାହାଳୀ ଗ୍ରାମରେ କୀଟନାଶକ ପିଇ ଯୁବତୀ ଗୁରୁତର ଭୀମଭୋଇ ମେଡିକାଲରେ ଭର୍ତ୍ତି ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାର ବାହାଳୀ ଗ୍ରାମରେ ଜଣେ ଯୁବତୀ କୀଟନାଶକ ପାନ କରିଥିବା ଘଟଣା ସାମ୍ନା କୁ ଆସିଛି ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଭୀମ ଭୋଇ ମେଡିକାଲ ରେ ଭର୍ତ୍ତି କରି ଥିବା ସୂଚନା ଆଜି ରାତି ୯ଟା ସମୟ ରେ ଜଣା ପଡିଛି ଡାକ୍ତରମାନଙ୍କ କହିବା ଅନୁଯାୟୀ, ଯୁବତୀର ଅବସ୍ଥା ଗଭୀର ନିରୀକ୍ଷଣ ଆବଶ୍ୟକ ଓ ଚିକିତ୍ସା ଚାଲିଛି। ଘଟଣା କାହିଁକି ଘଟିଲା ବା କୋଣସି ପରିବାରିକ କିମ୍ବା ଅନ୍ୟ କାରଣ ରହିଛି କି– ସେ ବିଷୟରେ ସ୍ଥାନୀୟ ପୁଲିସ ତଦ