ରାୟଗଡା: ରାୟଗଡ଼ା ର ଅଧିଷ୍ଠାତ୍ରୀ ଦେବି ମାଁ ମଝିଘରିଆଣୀ ଙ୍କୁ ଦର୍ଶନ କରି କୃପା ଲାଭ ନିମନ୍ତେ ଦୂରଦୂରାନ୍ତ ରୁ ଆସିଥିବା ଭକ୍ତ ଙ୍କ ପ୍ରବଳ ଭିଡ
Rayagada, Rayagada | Jul 13, 2025
ରାୟଗଡ଼ା ଜିଲ୍ଲା ମା ମଝିଘରିଆଣୀ ଙ୍କୁ ଦର୍ଶନ କରିବା ସକାଶେ ରବିବାର ସକାଳୁ ହଜାର ହଜାର ଭକ୍ତ ଙ୍କ ସମାଗମ,ଭକ୍ତ ଙ୍କ ସୁନ୍ଦର ଦର୍ଶନ ନିମନ୍ତେ...