Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ସିମୁଳିଆ: ଖଇରା ଥାନା ରେ ଥାନା ଗାଡି ଷ୍ଟାର୍ଟ ନହେବାରୁ ଠେଲିଲେ ଅଂଚଳବାସି

Similia, Balasore | Oct 29, 2025
ପୋଲିସ ଗାଡି କୁ ଠେଲି ଠେଲି ଷ୍ଟାର୍ଟ l ବାଲେଶ୍ୱର ଜିଲ୍ଲା ଖଇରା ଥାନା ଏକ ଗୁରୁତ୍ୱପୂର୍ଣ ଥାନା ଏହି ଥାନା ଅଧୀନରେ ବିଭିନ୍ନ ପ୍ରକାର ଚୋରି ଡକାୟତ ଖଣି, ମାଙ୍କଡା ଖନନ ଚାଲିଥିବା ବେଳେ ଏହି ଥାନା ରେ ଥିବା ଥାନା ବୁଲେରୁ ଟି 2 ମାସ ଧରି ଖରାପ ହୋଇପଡିଛି l ଆଜି ଜଣେ ସାମ୍ବାଦିକ ଙ୍କ ମୃତ୍ୟୁ ର ବ୍ୟବେଛେଦ ପାଇଁ ପୋଲିସ ମେଡିକାଲ ଯିବା ପାଇଁ ବାହାରିବା ବେଳେକୁ ଗାଡି ଷ୍ଟାର୍ଟ ହୋଇନଥିଲା l ପୋଲିସ ଓ କିଛି ସାମ୍ବାଦିକ ଭାଇ ଙ୍କ ସହଯୋଗ ଗାଡିକୁ ପେଲି ଥିଲେ l ହେଲେ ଷ୍ଟାର୍ଟ ନହେବାରୁ ପୋଲିସ ବାଇକ ରେ ମେଡିକାଲ ଯାଇଥିଲେ l ଗାଡି ବ୍ୟାଟେରୀ ଖରାପ, 4 ଗୋଟି ଟାୟାର ଖରାପ ହୋଇଛି l

MORE NEWS