ରେଢାଖୋଲ: ବର୍ଷିକିୟା ଠାରେ ଟ୍ରକ ଧକ୍କାରେ , ବାଇକ ଚୁମାର ଅଳ୍ପକେ ବର୍ତ୍ତିଲେ ଚାଳକ
ବର୍ଷିକିୟା ଠାରେ ଟ୍ରକ ଧକ୍କାରେ , ବାଇକ ଚୁମାର ଅଳ୍ପକେ ବର୍ତ୍ତିଲେ ଚାଳକ ସମ୍ବଲପୁର କଟକ 55 ନଂ ଜାତୀୟ ରାଜପଥର ରେଢ଼ାଖୋଲ ଥାନା ଅନ୍ତର୍ଗତ ବର୍ଷିକିଆ ଠାରେ ଗୁରୁବାର ଅପରାହ୍ନରେ ଟ୍ରକ ଧକ୍କାରେ ଜଣେ ଗୋଟେ ବାଇକ ଚୁରମାର ହୋଇଯାଇଛି । ତେବେ ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଙ୍କ କିଛି କ୍ଷତି ହୋଇନାହିଁ । ସୂଚନାଯୋଗ୍ୟ ଯେ ରେଢ଼ାଖୋଲ ସହରର ରଥସାହିର ବାସିନ୍ଦା ବାସୁଦେବ ପୃଷେ୍ଠ ନାମକ ଜଣେ ଯୁବକ କୈାଣସି ଏକ କାମରେ ବର୍ଷିକିଆ ଯାଉଥିଲେ ହେଲେ ହଠାତ୍ ସମ୍ମୁଖ ପଟରୁ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ରକ ଚକା ତଲେ ବାଇକ ଟି ପଡି ଚୁରମାର ହୋଇଯାଇଥିବା ବେଳେ ଚାଳକ ଜଣ