ଝାରପୋଖରିଆ: ସାରସ କଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ତିନି ଜଣ ଛାତ୍ରଙ୍କ ଅକାଳ ବିୟୋଗରେ ନିରବ ପ୍ରାର୍ଥନା ସହ ଆଜି ଛୁଟି ଘଷଣା
ଆଜି10 ଘଟିକା ସମୟରେ ସାରସକଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଜନୈକା ନବମ ଶ୍ରେଣୀର ୨ଜଣ ଛାତ୍ର ଓ ଦଶମ ଶ୍ରେଣୀର ଜଣେ ଛାତ୍ରଙ୍କ ଅକାଳ ବିୟୋଗରେ ସାରସକଣା ସ୍ୱରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ମୃତ ଛାତ୍ର ମାନେ ହେଲେ ଶ୍ରୀୟାନସୁ ସାହୁ, ମଦନ ମୋହନ ସାହୁ, ଯୋଶବନ୍ତ ସାଇସୁନ୍ଦର ସାହୁଙ୍କ ଉଦେଶ୍ୟରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ପ୍ରକାଶ ଯେ , ଗତ ଶନିବାର ଦିନ ସୁବର୍ଣ୍ଣରେଖା କେନାଲ ନିକଟରେ କ୍ରିକେଟ ଖେଳୁଥିବା ସମୟରେ କ୍ରିକେଟ ବୋଲ ପାଣିରେ ପୋଡିଯିବାରୁ ବୋଲକୁ ଉଦ୍ଧାର କରିବାକୁ ଯାଇ