ବିରମହାରାଜପୁର ଥାନା ଅନ୍ତର୍ଗତ ମୁରଶୁଣ୍ଢୀ ଖେଳପଡିଆଠରେ ବ୍ଲକ ସ୍ତରୀୟ ସୋନୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଆଜି ଅପରାହ୍ନ ପ୍ରାୟ 5ଟା ସମୟରେ ଉଦଯାପିତ ହୋଇଯାଇଛି l ଆଜିର ଫାଇନାଲ ଖେଲ ତିନୋଟି ଫର୍ମାଟ ରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଦୁଇଟି ଫର୍ମାଟ ରେ ସୁବଳୟା କୁ ହରାଇ ଡାହାଣୀପାଲି ଦଳ ଚାମ୍ପିଆନ ହୋଇଛି l ଆୟୋଜିତ ପୁରସ୍କୃତ ବିତରଣୀ ଉତ୍ସବକୁ ଶିଳ୍ପପତି ତଥା ସମାଜସେବୀ ପ୍ରେମାନନ୍ଦ ଜଟି ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ବ୍ଲକ ଉପାଧ୍ୟାକ୍ଷ ନାରାୟଣ ଲୁହା, ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ, ସରପଞ୍ଚ ମନୋଜ ସାହୁ,ପ ସତ୍ୟଞ୍ଜୀବ ମିଶ୍ର ଏବଂ ରାଜ ଗୋପାଳ