ଛତ୍ରପୁର: ଛତ୍ରପୁର ନିକଟସ୍ଥ ଟାଟା ଷ୍ଟିଲ ଗୋପାଳପୁର ଶିଳ୍ପ ପାର୍କ ପରିସରରେ ଭର୍ଚୁଆଲ ମାଧ୍ୟମରେ SRF ଲିମିଟେଡ଼ର ଭୂମି ପୂଜନ କଲେ ମୁଖ୍ୟମନ୍ତ୍ରୀ
ଆଙ୍କର ଛତ୍ରପୁର ଉପକଣ୍ଠ ରେ ଥିବା ଟାଟା ଷ୍ଟିଲ ସୋସିଆଲ ଇକୋନୋମିକ ଜୋନ ଲିମିଟେଡ଼ ଗୋପାଳପୁର ଶିଳ୍ପ ପାର୍କ ପରିସରରେ ଏସ ଆର ଏଫ ଲିମିଟେଡ଼ ର ଭୂମି ପୂଜନ କାର୍ଯ୍ୟକ୍ରମ ମହା ସମାରୋହ ରେ ଅନୁଷ୍ଠିତ ହୋଇଯାଇଛି।ସୋମବାର ପୂର୍ବାହ୍ନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଭରଚୁଆଲ ମାଧ୍ୟମରେ ଭୂମି ପୂଜନ କରିଛନ୍ତି।