ଫୁଲବାଣୀ ସହର: ବାଲିଗୁଡା କୁ ଦିନିକିଆ ଗସ୍ତ ରେ କନ୍ଧମାଳ ଜିଲ୍ଲାପାଳ IAS l
ବାଲିଗୁଡା କୁ ଦିନିକିଆ ଗସ୍ତ ରେ କନ୍ଧମାଳ ଜିଲ୍ଲାପାଳ IAS ବେଦ ଭୁଷଣ, ଏହି ଗସ୍ତ ଟି ମଙ୍ଗଳବାର ଦିନ 12ଘଣ୍ଟିକା ସମୟରେ ହଇଥିବା ବେଳେ ସଂନ୍ଧ୍ୟା 6ଘଣ୍ଟିକା ସମୟରେ ଉପଜିଲ୍ଲାପାଳ ଙ୍କ କାଯ୍ୟାଳୟ ଠାରେ ବାଲିଗୁଡା ବିଧାୟକ, ଏବଂ ଜିଲ୍ଲାପରିଷଦ ଅଧକ୍ଷା ନନ୍ଦିନୀ ମଲ୍ଲିକ ଙ୍କ ସହ ଉନ୍ନୟନ ମୁଳକ କାଯ୍ୟକ୍ରମ ଉପରେ ଆଲୋଚନା କରିଛନ୍ତି, ଏହି ଆଲୋଚନା ସମୟରେ ବାଲିଗୁଡା ଉପଜିଲ୍ଲାପାଳ IAS ପ୍ରଣିତା ଦାସ ମଧ୍ୟ ଉପସ୍ଥିତ ଥିଲେ