ବାଲିକୁଦା: ବାଲିକୁଦା ବ୍ଲକ କଣିଆ ସ୍ଥିତ ଆଣ୍ଠୁଆ ଗୋପାଳ ଯାଦବ ସଂଘର ବାର୍ଷିକ ଉତ୍ସବ ପାଳିତ
ବାଲିକୁଦା ବ୍ଲକ କଣିଆ ସ୍ଥିତ ଆଣ୍ଠୁଆ ଗୋପାଳ ଯାଦବ ସଂଘର ବାର୍ଷିକ ଉତ୍ସବ ପାଳିତ ଶନିବାର ସନ୍ଧ୍ୟା 7ଘଟିକା ସମୟରେ ଅବସରରେ ମା ବରୁଣେଇ ପୀଠ ଠାରେ ଗୋପାଳ ପିଲା ମାନଙ୍କ ଦ୍ଵାରା ଲଉଡି ଖେଳର ଅନୁଷ୍ଠିତ ହୋଇ ଯାଇଛି ଏଥିରେ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପାର୍ଥୀ ଉପସ୍ଥିତ ରହି ଯାଦବ ଭାଇ ମାନଙ୍କୁ ଉତ୍ସବ ଦେଖିବାକୁ ସ୍ଥାନୀୟ ଅଞ୍ଚଳରେ ବହୁଜନ ସମାଗମ ଦେଖିବାକୁ ମିଳିଥାଏ ।