କଟକ ପୌରାଞ୍ଚଳ: ବଡ଼ମ୍ବା ଥାନା ଅନ୍ତର୍ଗତ ଗଡାପୋଖରୀ ଛକ ଠାରେ ସୋମବାର ଆଇଚର୍ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ ଘଟିଛି
ବଡ଼ମ୍ବା ଥାନା ଅନ୍ତର୍ଗତ ଗଡାପୋଖରୀ ଛକ ଠାରେ ସୋମବାର ଦିନ ୩ଟାରେ ଆଇଚର୍ ଧକ୍କାରେ ବାଇକ ଆରୋହୀ ମୃତ, ମୃତକ ଜଣକ ହେଉଛନ୍ତି ଢେଙ୍କାନାଳ ର ବସନ୍ତ କୁମାର ନାଥ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇବା ସହ ତଦନ୍ତ ଜାରି ରଖିଛି।