ବାଲୁଗାଁ: ବାଲିଅନ୍ତା ରେ ଗୋ ମାଫିଆ ସକ୍ରିୟ.ସ୍କ୍ରୋପିଓରେ ଉଠାଇନେଲେ ଗାଇ। ହାଇଟେକ ଉପାୟରେ ହେଉଛି ଗୋଚାଲାଣ ।
ସିସିଟିଭିରେ କଏଦ ହେଲା ଗୋଚାଲାଣ ବେଳର ଦୃଶ୍ୟ.ରାଜଧାନୀ ଉପକଣ୍ଠ ବାଲିଅନ୍ତା ପୁରୁଣା ସଡ଼କ ରଥୀଜେମା ଗାଁରୁ ଦୁର୍ବୁତ୍ତ ମାନେ ସ୍କ୍ରପିଓ ଗାଡି ମାଧ୍ୟମରେ ଗୋଟେ ଗାଇକୁ ରାସ୍ତାରୁ ଉଠାଇ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି.ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଘଟଣାର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି.ହାଇଟେକ ଉପାୟରେ ଗୋ ଚାଲାଣ କରୁଛନ୍ତି ଗୋ ମାଫିଆ ମାନେ.