ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ରାଜନୀତି ଏବେ ବେଶ ସରଗରମ, ଶେରଗଡ଼ ବ୍ଲକ ରେ ବିଜୁ ଜନତା ଦଳର ଗଡ଼ ସମ୍ଭାଳି ନିଜର ପତିହାର ଜାହାରୀ କରୁଥିବା ବିଜେଡି ନେତା ପିଣ୍ଟୁ ପଟ୍ଟନାୟକ ଆଜି ବିରୋଧୀ ଦଳ ନେତା ତଥା ବିଜେଡି ବିଧାୟକ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ ନ କରିବା ଏକ ଚର୍ଚ୍ଚା ର ବିଷୟ,ଅନ୍ୟପଟେ ବ୍ଲକ ର ସମସ୍ତ ବିଜେଡି ପ୍ରତିନଧି ସହ ବ୍ଲକ ଅଧ୍ୟକ୍ଷ ଆଜି ନିଜେ ନେତା ବିଜେଡି ସୁପ୍ରିମୋ ଙ୍କୁ ଭେଟି ସବୁକିଛି ଅବଗତ କରାଇଛନ୍ତି।