ସୋନପୁର: ପଂଡକୀଟାଲ ଛକ ନିକଟରୁ 30 ଲିଟର ଦେଶି ମଦ ଶହ ଜଣେ ଅଭିଯୁକ୍ତ ଗିରଫ, ରାମପୁର ଥାନାରେ ମାମଲା ରୁଜୁ
ସୂଚନା ଅନୁସାରେ ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ ରାତ୍ରି କାଳୀନ ପାଟ୍ରୋଲିଙ୍ଗ କରୁଥିବା ସମୟରେ, ପଂଡକୀଟାଲ ଛକ ନିକଟରୁ 30 ଲିଟର ଦେଶି ମଦ ଶହ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ, ଏନେଇ ଏକ ମାମଲା ରୁଜୁ ହୋଇଛି ଏବଂ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ମିଳିଛି l