କାମଟଣା ବ୍ରିଜ ର ଚାଳିଶି ଫୁଟରୁ ଅଧିକ ତଳେ ବାଇକ ସହ ପଡ଼ି ସ୍ୱାମୀ ସ୍ତ୍ରୀ ଗୁରୁତର ହୋଇ ଥିବା ଜଣା ପଡିଛି l ସୂଚନା ଅନୁସାରେ କୁସୁପାଜୁ ଗାଁର ଶସ୍ତା କହଁର 55 ବର୍ଷ ଏକ ବାଇକ ରେ ସ୍ତ୍ରୀ ଲାଇବନି କହଁର ଙ୍କ ସହ ଗୋଚ୍ଛା ପଡା ପଞ୍ଚାୟତ ର ଦାମାରେଜୁ ଗାଁ କୁ ଏକୋଇଶିଆ ଭୋଜି ରେ ଯୋଗ ଦେବାକୁ ଆସିଥିଲେ ଭୋଜି ସରିବା ପରେ ସବୁ କାମ ସାରି ପୁଣି ରାତି ପ୍ରାୟ ୭ ଟା ମଧ୍ୟରେ ନିଜ ଗାଁ କୁସୁପାଜୁ ଗାଁ କୁ ଫେରୁଥିବା ବେଳେ ଗୋଚ୍ଛା ପଡା ପଞ