ସୁନ୍ଦରଗଡ ସହର: ଡୁରୁବଗା ଦୁର୍ଘଟଣାକୁ କେନ୍ଦ୍ର କରି OCPL କମ୍ପାନୀର ମୁଖ୍ୟ ଫାଟକ ନିକଟରେ ଧାରଣା ଦେଇଥିବା ଲୋକେ କ୍ଷତି ପୂରଣ ପାଇବା ପରେ ଧାରଣାରୁ ଓହରିଲେ
Sundargarh Town, Sundargarh | Jul 17, 2025
ଗତକାଲି 16 ଜୁଲାଇ ବୁଧବାର ସକାଳ 9 ଟା ପାଖାପାଖି ସମୟରେ ଏହି ଦୁର୍ଘଟଣା ଘଟିଥିଲା। ହେମଗିର ଥାନା OCPL ରୋଡ଼ର ଡୁରୁବଗା ନିକଟରେ ଅଜଣା ଗାଡ଼ି...