ବାରିପଦା ମ୍ୟୁନିସିପାଲଟି: ଓଡ଼ିଆ ଜାଗରଣ ମଞ୍ଚ ପକ୍ଷରୁ ନିର୍ବାଚନ କମିସନରଙ୍କୁ ଅତିରିକ୍ତ ଜିଲ୍ଲାପାଳଙ୍କ ଜରୀଆରେ ଦାବିପତ୍ର ପ୍ରଦାନ
Baripada M, Mayurbhanj | Sep 6, 2025
ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ଆନ୍ଦୋଳନ କରାଯାଇ ଆସୁଥିବା ବେଳେ ଶନିବାର ଦିନ ପ୍ରାୟ ୧୨ଟାରେ ଓଡ଼ିଆ ଜାଗରଣ ମଞ୍ଚ ତରଫରୁ ପୁନଃ ଡି-ଲିମିଟେସନ...