ସୁନ୍ଦରଗଡ ସହର: ଦେଶୀ ମଦ ଚାଲାଣ ବେଳେ କିରେଇ ଛକରୁ ତିନିଜଣ ଅଭିଯୁକ୍ତକୁ ଗିରଫ ସହ ଏକ ଟାଟା ମେଜିକ ଓ ୧୯୦ ଲିଟର ଦେଶୀ ମଦ ଜବତ
Sundargarh Town, Sundargarh | Aug 27, 2025
ବେଆଇନ ଦେଶୀ ମଦ ଚାଲାଣ ବେଳେ ତିନିଜଣ ଅଭିଯୁକ୍ତକୁ ଗିରଫ ସହ ଏକ ଚାରିଚକିଆ ଟାଟା ମେଜିକ ଓ ୧୯୦ ଲିଟର ଦେଶୀ ମଦ ଜବତ କଲା ପୋଲିସ। ସୂଚନା...