ବେତନଟୀ ରେଞ୍ଜ ଇଲାକାରେ ଥିବା ୨୭ଟିକିଆ ହାତୀପଲ ନୀଳଗିରି ପଳାଇଯାଇଥିବାବେଳେ ସେଠାରେ ମାଈହାତୀ କ୍ଷତାକ୍ତ ହୋଇ ଶୁକ୍ରବାର ବେତନଟୀ ରେଞ୍ଜ ନଡପୁରକୁ ପ୍ରତ୍ୟାବର୍ତ୍ତନ କରିବାପରେ ଦିନତମାମ ବନବିଭାଗର ଶତଚେଷ୍ଟା ସତ୍ୱେ ଶୁକ୍ରବାର ଅପରାହ୍ନ ୫ଟା ପର୍ଯ୍ୟନ୍ତ ଟ୍ରାଙ୍କୁଲାଇଜ କରିପାରିନଥିଲା l ବେତନଟୀରେଞ୍ଜ ଇଲାକାରେଥିବା ୨୭ଟିକିଆ ଝାଡ଼ଖଣ୍ଡି ହାତୀପଲ ନୀଳଗିରି ପଳାଇଥିବା ବେଳେ ପ୍ରତ୍ୟାବର୍ତ୍ତନ ସମୟରେ ଏକ ମାଈହାତୀ କ୍ଷତାକ୍ତ ହୋଇଛି l