ଫୁଲବାଣୀ ସହର: ଡିମ୍ବିରିଗୁଡା ଠାରେ ୨୧ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ,ଲଇଯୋଡି ଚମ୍ପିୟାନ ,
ଡିମ୍ବିରିଗୁଡା ଠାରେ ୨୧ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ,ଲଇଯୋଡି ଚମ୍ପିୟାନ , ଏହି କାଯ୍ୟକ୍ରମ ଟି ମଙ୍ଗଳବାର ଅପରାହ୍ନ 5ଘଣ୍ଟିକା ରେ ଶେଷ ହଇଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିମ୍ବିରି ଗୁଡ଼ା ପଞ୍ଚାୟତ ଡାଗାରିପଦର ଖେଳ ପଡିଆ ଠାରେ ୨୧ ତମ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ ଯାପିତ ହୋଇଛି । ଏହି ଉଦ୍ ଯାପିତ ଉତ୍ସବ ଅତିଥି ଭାବେ ବିଧାୟକ ପ୍ରତିନିଧି ପ୍ରଶାନ୍ତ କୁମାର କମ୍ପ ଯୋଗଦେଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟ ପ୍ରଦିପ କହଁର, ସମିତି ସଭ୍ୟ ସୁଶିଳ କହଁର, ଡିଜି କ୍ଲବ ର ସଭାପତି ବୈଷ୍ଣବ କହଁର, ଉଆଢ୍ ମେମ୍ବର ମାଧବ କହଁର,ଯୋଗଦେଇ ଥିଲେ । ବାର୍ଷିକ ଫୁଟବଲ ପ୍ରତିଯ