ଆସନ୍ତା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ୨୦୨୫ ଅନୁଷ୍ଠାନ ପୂର୍ବରୁ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହେଲା । ଏହି ବୈଠକରେ ସମସ୍ତ PEO ଓ ସରପଞ୍ଚମାନେ ଉପସ୍ଥିତ ଥିଲେ । ବୈଠକଟି ପାଟଣାଗଡ଼ ବ୍ଲକ ଅଧିକାରୀଙ୍କ ଅଧ୍ୟକ୍ଷତାରେ ହୋଇଥିଲା, ଯେଉଁଠି ଶିବିରର ସୁଚାରୁ ପରିଚାଳନା, ଭିନ୍ନକ୍ଷମ ବ୍ୟକ୍ତିଙ୍କ ସହଜ ସେବା ପ୍ରଦାନ ଓ ସଚେତନତା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା ହେଲା ।