ରେଢାଖୋଲ: ଲିଟିମୁଣ୍ଡା ଗାଁର ତସରକଟା ସାହିରୁ ଦିନ ଦ୍ବିପହରରେ ଘରୁ ସୁନା କାନଫୁଲ ଚୋରି, ୨ ସନ୍ଦିଗ୍ଧଙ୍କୁ କାବୁ କଲେ ଗ୍ରାମବାସୀ
Rairakhol, Sambalpur | Aug 11, 2025
ଜୁଜୁମୁରା ବ୍ଳକ ଡଙ୍ଗରପଡ଼ା ଗ୍ରାମ ପଞ୍ଚାୟତ ର ଲିଟି ମୁଣ୍ଡା ଗ୍ରାମର ତସର କଟା ସାହିର ରିନା ଉରାମ ନାମକ ଜଣେ ମହିଳାଙ୍କ ଘରୁ ଦିନ ଦ୍ବିପହରରେ...