ଦିନ ହେଉ କିମ୍ବା ରାତି ଲୋକଙ୍କ ସହ ସମୟ ବିତାଇ ସେମାନଙ୍କ ଥିବା ସମସ୍ୟା ବୁଝନ୍ତି ଏହି ନେତା, ସେ ହେଉଛନ୍ତି ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଜେପି ବିଧାୟକ ପାର୍ଥି ଶିଶିର ମିଶ୍ର, ଆଜି ସାହାପୁର ଗ୍ରାମ ପଞ୍ଚାୟତ ରେ ଆଜି ରାତ୍ର ସମୟରେ ପହଁଚି ସିଧା ସଳଖ ଲୋକଙ୍କ ସହ ଆଲୋଚନା କରି ଗ୍ରାମରେ ଥିବା ଲୋକଙ୍କ ସମସ୍ୟା ବୁଝିବା ସହ ସମାଧାନ ପାଇଁ ଦେଇଛନ୍ତି ପ୍ରତିଶୃତି।