ଖଲ୍ଲିକୋଟ୍: ଲଙ୍ଗଳେଶ୍ବର ଠାରୁ ଘୋଡ଼ାପଡ଼ା ରାସ୍ତା ପାଲଟିଛି ମରଣଯନ୍ତା, ଖବର ପ୍ରସାରଣ ପରେ ଆରମ୍ଭ ହେଲା ରାସ୍ତା ମରାମତି କାର୍ଯ୍ୟ
Khalikote, Ganjam | Aug 10, 2025
ଲଙ୍ଗଳେଶ୍ୱର ଠାରୁ ଘୋଡାପଡା କୁ ସଂଯୋଗ କରୁଥିବା ରାସ୍ତା ବେହାଲ । ଏହି ରାସ୍ତା କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ୨୦୧୯ ମସିହାରେ କରିଥିବା ବେଳେ...