ଫୁଲବାଣୀ ସହର: ଫୁଲବାଣୀ ଠାରୁ 17 ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ର ହାଇଦ୍ରାବାଦ ଯାତ୍ରା l
17 ତମ ଆଦିବାସୀ ୟୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମା ଳ ଦଳ ର ହାଇଦ୍ରାବାଦ ଯାତ୍ରା l ମଙ୍ଗଳବାର ଦିନ 11ଘଣ୍ଟିକା ସମୟରେ CRPF କମାଣ୍ଡେଟ ଙ୍କ ସୁଚନା ଅନୁସାରେ କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ଓ 127 ସି ଆର ପି ଫ ବାଲିଗୁଡା ର ମିଳିତ ଆନୁକୂଲ୍ୟରେ 17ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ହାଇଦ୍ରାବାଦ ଯାତ୍ରା l ଏହି ଅବସରରେ ସାମ୍ବାଦିକ ଭବନ ସଭାଗୃହ ଫୁଲବାଣୀ ଠାରେ ରେ ଏକ ଆଲୋଚନା ଅନୁଷ୍ଠିତ ହୋଇ ଥିଲା l ମୁଖ୍ୟ ଅତିଥି ଭାବରେ ପୋଲିସ ହାଇ ସ୍କୁଲ ର ପୂର୍ବତନ ପ୍ରଧାନ