ସୋନପୁର: ବଡ ଖମାରରେ ତ୍ରିପୁରାଶୁର ଦରବାରର ତୃତୀୟ ରଜନୀର ନାଟକ ମଞ୍ଚସ୍ଥ, ଯୋଗଦେଲେ ବ୍ଲକ ଉପାଧ୍ୟକ୍ଷ
ସୂଚନା ଅନୁସାରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ବଡ ଖମାର ଗ୍ରାମରେ 13 ତମ ସାର୍ବଜନୀ କାଳୀପୂଜା ଉପଲକ୍ଷେ ତ୍ରିପୁରାଶୁର ଦରବାର ର ଆୟୋଜନ ହୋଇଥିବା ବେଳେ, ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ 12.15 ମିନିଟ ପର୍ଯ୍ୟନ୍ତ ତୃତୀୟ ରଜନୀର ନାଟକ ମଞ୍ଚସ୍ଥ ହୋଇଯାଇଛି l ଏହି କ୍ରମରେ ଗତକାଲି ବିରାମହରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବିନିକା ବ୍ଲକ ଅଧ୍ୟକ୍ଷା ଓ ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଅଶୋକ ନନ୍ଦ ଏବଂ କୁର୍ତ୍ତିବାସ ମିଶ୍ର ରାଜ ଦରବାରରେ ଉପସ୍ଥିତ ରହ