ଲୋଇସିଂହା: କୁରୁଲ ସମଲେଶ୍ୱରୀ ଶିଶୁ ମନ୍ଦିରର ୧୫ତମ ମାତୃ ସମ୍ମିଳନୀ ଉତ୍ସାହମୟ ପରିବେଶରେ ଆୟୋଜିତ
କୁରୁଲ ସମଲେଶ୍ୱରୀ ଶିଶୁ ମନ୍ଦିରର ୧୫ତମ ମାତୃ ସମ୍ମିଳନୀ ଉତ୍ସାହମୟ ପରିବେଶରେ ଆୟୋଜିତ ବଲାଙ୍ଗୀର ଜିଲ୍ଲାର ପୁଇଁତଲା ବ୍ଲକ ଅଧୀନସ୍ଥ କୁରୁଲ ସମଲେଶ୍ୱରୀ ଶିଶୁ ମନ୍ଦିର ରେ ୧୫ ତମ ମାତୃ ସମ୍ମିଳନୀ ଆଜି ଦିବା ୧୧ଟାରେ ବିଦ୍ୟାଳୟ ସଭାପତି ପ୍ରକୃତିବନ୍ଧୁ ଶିକ୍ଷକ ଦିଗାମ୍ବର ନାଏକଙ୍କ ସଭାପତିତ୍ୱରେ ଆୟୋଜିତ ହେଇଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ପୁଇଁତଲା ଗୋଷ୍ଠୀ ଶିକ୍ଷାଧିକାରୀ ରତ୍ନପ୍ରଭା ଶତପଥି, ମୁଖ୍ୟବକ୍ତା ସମାଜସେବୀ ସରସ୍ବତୀ ନନ୍ଦଙ୍କ ସହିତ ଅନେକ ସମ୍ମାନିତ ଅତିଥି ଯୋଗଦେଇ ଥିଲେ। ଅତିଥିଗଣ ମାଆମାନଙ୍କୁ ଶିଶୁଙ୍କ ଶିକ୍ଷା, ସୁସଂସ୍କାର, ଏବଂ ମୋବାଇଲ୍ ଠାରୁ ଦୂର ରଖିବା ନେ