Public App Logo
Jansamasya
National
���ीएसटी
Happydiwali
Nextgengst
Cybersecurityawareness
Diwali2025
Pmmsy
Fidfimpact
Matsyasampadasesamriddhi
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds

ବୀରମହାରାଜପୁର: ଜବର ଦଖଲ ଉଛେଦ ଦାବିରେ ବିରମହାରାଜପୁର ତହସିଲ କାର୍ଯ୍ୟାଳୟ ଘେରିଲେ ତେନ୍ତୁଳିମହଦା ଗ୍ରାମବାସି

ତେନ୍ତୁଳିମହଦା ଗ୍ରାମରେ ଜବର ଦାଖଲ ଉଛେଦ ଦାବିରେ ବିରାମହରାଜପୁର ତହସିଲ କାର୍ଯ୍ୟାଳୟ ଘେରିଲେ ଗ୍ରାମବାଇ l ସୂଚନା ଅନୁସାରେ ତେନ୍ତୁଳି ମହାଦା ଗ୍ରାମରେ ପ୍ରାୟ 100ଏକର ଜମି ଜବର ଦାଖଲରେ ରହିଛି l ଫଳରେ ଗ୍ରାମବାସୀ ବହୁ ଆଉବିଧାର ସମୁଖୀନ ହେଉଛନ୍ତି l ଏନେଇ ପୂର୍ବରୁ ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ ମଧ୍ୟ୍ୟ କେହି କର୍ଣ୍ଣପାତ କରିନଥିଲେ l ଏଣୁ ଆଜି ଗ୍ରାମବାସୀ ବିରହରାଜପୁର ତାହାଇଲ କାର୍ଯ୍ୟାଳୟ ଘେରିବା ସହ ଜବର ଦାଖଲ ଉଛେଦ ଦାବି କରିଛନ୍ତି l ତେବେ ଆସନ୍ତା ମାସ 10ତାରିଖ ସୁଦ୍ଧା ଜବର ଦାଖଲ ଉଛେଦ କରାଯିବା ବୋଲି ତହସିଲଦାର ପ୍ରତିଶୃତି ଦେବାପରେ ଆନ୍ଦୋଳନ ହଟିଥିଲା l

MORE NEWS