ବାରିପଦା ମ୍ୟୁନିସିପାଲଟି: ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରି ବିଭିନ୍ନ ଅବ୍ୟବସ୍ଥା ସମ୍ଵନ୍ଧରେ ଆଲୋଚନା କଲେ ସ୍ଥାନୀୟ ବିଧାୟିକା
Baripada M, Mayurbhanj | Sep 2, 2025
ମଙ୍ଗଳବାର ଦିନ ପ୍ରାୟ ୪ଟାରେ ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପରିଦର୍ଶନ କରିଛନ୍ତି ସ୍ଥାନୀୟ ବିଧାୟିକା ସଞ୍ଜଳି ମୁର୍ମୁ। ତେବେ...