ବେଗୁନିଆ: ଦେଉଳି ଓ ପିଚୁକୁଳି ଅଞ୍ଚଳରେ ଅବକାରୀ ଚଢ଼ାଉ :ରନ୍ଧା ଦେଶୀମଦ ସହ ୨ ବାଇକ ଜବତ, ୨ ଅଭିଯୁକ୍ତ ଗିରଫ
ବେଗୁନିଆ ଅବକାରୀ ବିଭାଗ ପକ୍ଷରୁ ଗତକାଲି ବିଳମ୍ବିତ ରାତ୍ରିରେ ଦେଉଳି ଓ ପିଚୁକୁଳି ଅଞ୍ଚଳରେ ଚଢ଼ାଉ କରାଯାଇ ରନ୍ଧା ଦେଶୀମଦ ସହ ୨ ବାଇକି ଜବତ କରାଯାଇଛି l ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ସନ୍ଧ୍ୟା ସମୟରେ ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି l