Public App Logo
Jansamasya
National
Haryana
Pmmsy
Matsyasampadasesamriddhi
���ीएसटी
Cybersecurityawareness
Nextgengst
Fidfimpact
Happydiwali
Diwali2025
Railinfra4andhrapradesh
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat

ବାଲେଶ୍ବର ମ୍ୟୁନିସିପାଲଟି: ଐତିହାସିକ ବାଲିଘାଟ ବୋଇତ ବନ୍ଦାଣ ବାଲିଯାତ୍ରା ମହୋତ୍ସବ ପାଳନ ନିମନ୍ତେ କାର୍ଯ୍ୟର ସମୀକ୍ଷା କଲେ କାଉନସିଲର

Baleshwar M, Balasore | Nov 2, 2025
ବାଲେଶ୍ଵର ର ଐତିହାସିକ ବାଲିଘାଟ ବୋଇତ ବନ୍ଦାଣ ବାଲିଯାତ୍ରା ମହୋତ୍ସବ ପାଳନ ନିମନ୍ତେ ବାଲିଘାଟ ପଡିଆର ପ୍ରସ୍ତୁତି ଓ କାର୍ଯ୍ୟର ସମୀକ୍ଷା କଲେ ସ୍ଥାନୀୟ କାଉନସିଲର ମୀନା ମହାନ୍ତି ଏବଂ ବାଲିଯାତ୍ରା କମିଟି।ଆଜି ଅପରାହ୍ନ ୪ଟାରେ କାଉନସିଲର ମୀନା ମହାନ୍ତି ଙ୍କ ସମେତ ବାଲିଯାତ୍ରା କମିଟି କର୍ମକର୍ତ୍ତା ମେଳା ପାଇଁ ବାଲିଘାଟ ପଡିଆର କାର୍ଯ୍ୟ ଏବଂ ବୁଢାବଳଙ୍ଗ ନଦୀ ବାଲିଘାଟ ର କାର୍ଯ୍ୟର ତଦାରଖ କରିଥିଲେ। ବୁଢାବଳଙ୍ଗ ନଦୀ କୁ ଡଙ୍ଗା ଭସାଇବା ପାଇଁ ଆସୁଥିବା ଲୋକମାନଙ୍କ ସୁବିଧା ଲାଗି ସମସ୍ତ ବ୍ୟବସ୍ଥା ଏବଂ ପଡ଼ିଆରେ ମେଳା ପାଇଁ ପ୍ରସ୍ତୁତି ନେଇ ତଦାରଖ କରିଥିଲେ।

MORE NEWS