ଭଦ୍ରକ ଗ୍ରାମାଞ୍ଚଳ: ସାରଳା ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁପୂର୍ଣ୍ଣିମାରେ ଗୁରୁପୂଜନ କାର୍ଯ୍ୟକ୍ରମ
ସାରଳା ଉଚ୍ଚ ବିଦ୍ୟାଳୟରେ ପବିତ୍ର ଗୁରୁପୂର୍ଣ୍ଣିମାରେ ଗୁରୁପୂଜନ କାର୍ଯ୍ୟକ୍ରମ । ଚାନ୍ଦବାଲି ସାରଳା ଉଚ୍ଚ ବିଦ୍ୟାଳୟରେ ଗୁରୁ ପୂଜନ ସହ ବୃକ୍ଷରୋପଣ କଲେ ପୂରାତନ ଛାତ୍ର ଛାତ୍ରୀ। ୨୦୦୦ ମସିହାରେ କୃତି ଛାତ୍ର ଛାତ୍ରୀ ମାନେ ଗୁରୁ ପୂର୍ଣ୍ଣିମାରେ ଗୁରୁ ପୂଜନ ସହ ନିଆରା ଢଙ୍ଗରେ ଵୃକ୍ଷ ରୋପଣ କରିଛନ୍ତି। ପୁରାତନ ଛାତ୍ର ଛାତ୍ରୀ ମାନେ ଗୁରୁଙ୍କ ଆଶୀର୍ବାଦ ନେଇ ବିଦ୍ୟାଳୟ ପରିସରରେ ଵୃକ୍ଷ ରୋପଣ କରିଛନ୍ତି। ଗୁରୁ ପୂଜନ ଭାରତୀୟ ସଂସ୍କୃତିରେ ଏକ ମହାନ୍ ଦିଵସ। ଯେଉଁ ଦିବସକୁ ପୂରାତନ ଶିକ୍ଷକ ଏବଂ ପୁରାତନ ଛାତ୍ର ଛାତ୍ରୀ ଏକତ୍ରିତ ହୋଇଛନ୍ତି।