ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ବିଦ୍ୟୁତ ସମସ୍ୟା ସମ୍ପର୍କରେ TPWODL ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କଳାହାଣ୍ଡି ବିଦ୍ୟୁତ ଉପଭୋକ୍ତା ମହାସଂଘ ତରଫରୁ ଆଜି ଆଲୋଚନା ସମୟରେ। ଏଥିରେ ଗ୍ରାମାଞ୍ଚଳରେ ନିରବଛିନ୍ନ ବିଦ୍ୟୁତ ଯୋଗାଣ ଓ ସ୍ମାର୍ଟ ମିଟର ପ୍ରଚଳନ ଉପରେ ରୋକ, ASD କୁ ନିରାଧାର କରିବା ଏବଂ ବିଦ୍ୟୁତ ବିଲରେ ତ୍ରୁଟିବିଚ୍ୟୁତିର ସଂଶୋଧନ ତଥା ତ୍ୱରିତ ଅଭିଯୋଗ ଶୁଣାଣି ଓ ଗ୍ରାହକ ସେବା ଏବଂ ସନ୍ତୁଷ୍ଟି ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା।