ସୋନପୁର: ପଣ୍ଡକୀଟାଲ ମାୟାବର୍ହା ଛକ ନିକଟରେ ୨ ବାଇକ ମୁହାଁ ମୁହିଁ ଧକ୍କା, ଉଭୟ ଚାଳକ ଆହତ ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତି
Sonapur, Subarnapur (Sonepur) | Sep 12, 2025
ANCHOR ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ପଣ୍ଡକିଟାଲ ମାୟାବର୍ହା ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁଁହା ମୁଁହିଁ ଧକ୍କା...