ରାଉରକେଲା ମ୍ୟୁନିସିପାଲଟି: ଅବକାରୀ ବିଭାଗ ଓ ବଣାଇ ଉପଖଣ୍ଡ ପୋଲିସର ମିଳିତ କମ୍ବି ଅପରେସନରେ
୩୦ ଲକ୍ଷ ଟଙ୍କାର ଉର୍ଦ୍ୱର ଗଞ୍ଜେଇ ପୋଡି ନଷ୍ଟ କରାଯାଇଛି
ନଭେମ୍ବର ୨୭ ତାରିଖ ମଧ୍ୟାହ୍ନ ପ୍ରାୟ ୧ଟା ସମୟରେ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଲା କି, ଗୁରୁଣ୍ଡିଆ ଥାନା ଅନ୍ତର୍ଗତ କେଲୋ ଜଙ୍ଗଲ ନାଳ କଡରେ ପ୍ରାୟ ୩ ଏକର ପାଖାପାଖି ଜମିରେ ଗଞ୍ଜେଇ ଚାଷ ହୋଇଛି, sethare ବଣାଇ ଉପଖଣ୍ଡ ପୋଲିସ ଅଧିକାରୀ ରାମ ଚନ୍ଦ୍ର ବିଶ୍ୱାଳ, ୫ ଜଣ ଥାନା ଅଧିକାରୀ D.V.F. ଏପିଆର ଫୋର୍ସ, ଅବକାରୀ ଓ ବନବିଭାଗ କର୍ମଚାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଦଳ ଗଠନ କରି ଘଟଣା ସ୍ଥଳରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରାଗଲା, ଏହି ଚଢ଼ାଉରେ banai