କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀର କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଦୁଇ ଯୁବକ ସଡ଼କ ଦୃଘଟଣା ରେ ପ୍ରାଣ ହରାଇଥିବା ବେଳେ ଆଜି ମୃତ କ ପରିବାର କୁ ଭେଟି ସମବେଦନା ଜଣାଇଛନ୍ତି ବିଧାୟକ ପ୍ରତାପ ଚନ୍ଦ୍ର ନାୟକ,ସୂଚନା ମୁତାବକ ଗତ ୩୧/୧୨/୨୦୨୫ ରାତ୍ର ସମୟରେ ବୁଢ଼ାମ୍ବ ନିକଟରେ ସ୍କୁଟି ସହ ବାଇକ ଧକ୍କା ହୋଇ ଏହି ଦୁଇ ଯୁବକ ଙ୍କ ମୃତୁ ହୋଇଥିଲା. ଆଜି ମୃତ କ ପରିବାର କୁ ଭେଟି ସରକାର ସହାୟତା ଯୋଗାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ବିଧାୟକ।