ଜୟପୁର ବ୍ଲକ ଅନ୍ତର୍ଗତ ଡଙ୍ଗରଛିଞ୍ଚି ଠାରେ ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଆନୁଷ୍ଟିତ ହେବ । ଏନେଇ ଆଜି ସଂନ୍ଧ୍ୟା 5ଟାରେ ଜୟପୁର ବିଡିଓ ଶକ୍ତି ମହାପାତ୍ର ସୁଚନା ଦେଇଛନ୍ତି । ଏଠାରେ ପଞ୍ଚାୟତ ବାସୀ ଉପସ୍ଥିତ ରହି ଉପସ୍ଥିତ ଅଧିକାରିଙ୍କୁ ସମସ୍ୟା ଓ ଅଭିଯୋଗ ଜଣାଇବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।