ଚମ୍ପୁଆ: ଟିଆଁସିପଶି ଗାଁ ରେ ମହୁମାଛି ଆକ୍ରମଣ ରେ ପାଞ୍ଚ ଆହତ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତ୍ତି
ମହୁମାଛି ଆକ୍ରମଣ କରିବାରୁ ଚମ୍ପୁଆ ବ୍ଲକ ଟିଆଁସିପଶି ଗାଁ ର ପାଞ୍ଚ ଜଣ ଆହତ ହେଇଛନ୍ତି ଆହତକୁଂ ଆଜି ପାଞ୍ଚଟା ବେଳେ ଚିକିତ୍ସା ପାଇଁ ଭଣ୍ଡା ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଛି