ସୋନପୁର: ଡୁଙ୍ଗୁରିପାଲି ବ୍ଲକ ବିଜେଡି ପକ୍ଷରୁ ପଦଯାତ୍ରା ସହ ଆର ଏମ ସି ପ୍ରାଙ୍ଗରେ ସାଧାରଣ ସଭା ଅନୁଷ୍ଠିତ
ଡୁଙ୍ଗୁରିପାଲି ବ୍ଲକ ବିଜେଡି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ। ବ୍ଲକ ର ସମସ୍ତ ବିଜେଡି କାଯ୍ୟକର୍ତ୍ତା ଶିବ ମନ୍ଦିର ଠାରେ ଉପସ୍ଥିତ ହୋଇ ଏକ ବିରାଟ ଶୋଭାଯାତ୍ରା ବାହାରି ହଜାର ହଜାର ମହିଳା, ପୁରୁଷ, ଯୁବକ ଆର ଏମ ସି ପରିସର ରେ ପହଂଚି ଥିଲା। ସେଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ସଭା ରେ ମଞ୍ଚାସିନ ଥିଲେ ପୂର୍ବତନ ମନ୍ତ୍ରୀ ତଥା ବର୍ତମାନ ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ ତାଙ୍କର ବକ୍ତ୍ୟ ରେ ବର୍ତମାନ ସରକାର ରେ ଲୋକଙ୍କ ସ୍ଥିତି ଏବଂ ବିଗତ ସରକାର ରେ ଲୋକଙ୍କ ସ୍ଥିତି ଉପରେ କହିଥିଲେ ଏ ପର୍ଯ୍ୟନ୍ତ କୋଣସି ବିକାଶ ହୋଇନାହିଁ, ସାର ର ଅଭାବ ଧାନ ମଣ୍ଡି ରେ ଚାଷୀ ଙ୍କର ଧାନ