ସୋନପୁର: ଶଙ୍କରଟିକ୍ରା ଗ୍ରାମରୁ ବିପୁଳ ପରିମାଣର ଗଂଜେଇ ଜବତ ଶହ ଚାରି ଅଭିଯୁକ୍ତ ଗିରଫ, ରାମପୁର ଥାନାରେ ମାମଲା ରୁଜୁ
ସୂଚନା ଅନୁସାରେ ଗତ 10 ତାରିଖ ରାତିରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପୋଲିସ ପାଟ୍ରୋଲିଙ୍ଗ କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଶଙ୍କର ଟିକ୍ରା ଗ୍ରାମର ଭଗବାନ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘର ରେଡ କରି ବ୍ୟାପକ ପରିମାଣର ଗଂଜେଇ, ୨ ଗୋଟି ଚାରି ଚକିଆ ଜାନ, ଓଜନ ଯନ୍ତ୍ର ଏବଂ ଚାରି ଗୋଟି ମୋବାଇଲ ଫୋନ ଶହ ଚାରି ଅଭିଯୁକ୍ତଙ୍କୁ ବିଳମ୍ବିତ ରାତ୍ରି ପ୍ରାୟ 11 ଘଣ୍ଟା ସମୟରେ ଗିରଫ କରିଥିବା ବେଳେ ଅଭିଯୁକଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣା ପଡିଛି l ଏହି କ୍ରମରେ ଗତକାଲି ତହସିଲଦାରଙ୍କ ସମ୍ମୁଖରେ ଜବତ ଗଂଜେଇକୁ ଜବତ କରିଵା ଶହ, ଏନେଇ ରାମପୁର ଥାନା କେଶ ନମ୍ବର 186/25 ଏନ ଡି