ଛତ୍ରପୁର: ବିଜିପୁର କାଳୁଆ ସାହି ଠାରେ ଗୌରୀଆମା ଯାତ୍ରା, ଯୋଗଦେଲେ ବ୍ରହ୍ମପୁର ମେୟର
ବ୍ରହ୍ମପୁର ବିଜିପୁର ସ୍ଥିତ କାଳୁଆ ସାହି ଠାରେ ଗୌରୀଆମ୍ମା ଯାତ୍ରା ବେଶ୍ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଶନିବାର ସଂନ୍ଧ୍ଯାରେ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ, ସ୍ଥାନୀୟ କର୍ପୋରେଟର ନୃସିଂହ ସେଠୀଙ୍କ ଯୋଗ ଦେଇଥିଲେ। ସ୍ଥାନୀୟ ଅଞ୍ଚଳ ବାସୀଙ୍କ ସହ ପୌରାଣିକ ପରମ୍ପରା ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଯୋଗଦେଇଛନ୍ତି ମେୟର ।