ବାରିପଦା ସହରର ୱାର୍ଡ ନମ୍ବର ୧୬ ଅନ୍ତର୍ଗତ ସ୍ତାନୀୟ ପେରେଡ ପଡିଆ ଠାରେ ବୁଧବାର ଦିନ ପ୍ରାୟ ୧୦ ଟାରେ ଏକ କମ୍ଯୁନିଟି ସେଣ୍ଟର ର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ତେବେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଯୋଗ ଦେଇ ଏହାର ଶୁଭାରମ୍ଭ କରିଛନ୍ତି।