ଜାନୁଆରୀ ୨୪ତାରିଖ ଅପରାହ୍ନ ୪ଟା ୩୦ ମିନିଟରୁ ରାତି ପ୍ରାୟ ୭ଟା ୩୦ମିନିଟ ପର୍ଯ୍ୟନ୍ତ, ସେକ୍ଟର -୭ ସ୍ଥିତ ଇସ୍ପାତ ସାହିତ୍ୟ ସଂସଦ ସଭା ଗୃହରେ, ସାମାଜିକ ଅନୁଷ୍ଠାନ "ପ୍ରୟାସ" ସୌଜନ୍ୟରେ ବିଭିନ୍ନ ରାଜନୈତିକ ଦଳ ବିଜେଡି ପକ୍ଷରୁ ବିରେନ କୁମାର ସେନାପତି, କଂଗ୍ରେସ ଦଳର କଦାଳ ସେଠି, ବିଜେପି ପକ୍ଷରୁ ଶୁଭ ପଟନାୟକ ଓ ଶ୍ରୀମତୀ ଲତିକା ପଟନାୟକ ପ୍ରମୁଖ ଯୋଗଦେଇ "ମୋ ସ୍ବପ୍ନର ରାଉରକେଲା " ବିତର୍କରେ ଭାଗ ନେଇ, ରାଉରକେଲାର ଉନ୍ନତି ଓ ଅବନ୍ନତି ସମ୍ବନ୍ଧୀୟ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ରାଉରକେଲା ସରକାରୀ ହସ୍ପିଟାଲ ସହ ଅନ୍ୟାନ୍ୟ ହସ୍ପିଟାଲ ଉପରେ ଚର୍ଚ୍ଚା କରାଯିବା ସହ, ଶିକ୍ଷା ଅନୁବିଦ୍