ତୀରନ୍ଦାଜ ଖେଳରେ ଦକ୍ଷିଣ କୋରିଆରେ ସୁନାମ ଅର୍ଜନ କଲେ ବ୍ରାହ୍ମଣୀନାଲି ଗାଁର ଝିଅ କସ୍ତୁରି ମୁଣ୍ଡା ଯୁଯୋମୁରା ତୀରନ୍ଦାଜି ଏକାଡେମୀ ର ପ୍ରଶିକ୍ଷକ ଶ୍ରୀ ମିତ୍ରଭାନୁ ମହାପାତ୍ର ଙ୍କ ଠାରୁ ତିରନ୍ଦାଜିରେ ପ୍ରଶିକ୍ଷଣ ନେଇଥିବା ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଛାତ୍ରୀ କସ୍ତୁରି ମୁଣ୍ଡା ଜାତୀୟ ସ୍ତରରେ ଖେଳିଥିବା ବେଳେ ସେ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଜି ଯୁଯୋମୁରା ଅଂଚଳ ପାଇଁ ସୁନାମ ଅର୍ଜନ କରିଛନ୍ତି l ଯୁଯୋମୁରା ନିକଟସ୍ଥ ବ୍ରାହ୍ମଣୀନାଲି ଗ୍ରାମର ଏକ ଗରିବ ଆଦିବାସୀ ପରିବାର ର ଶ୍ରୀ ବୁଧୁଆ ମୁଣ୍ଡା ଏବଂ ଶ୍ରୀମତୀ ରୁକ୍ମିଣୀ ମୁଣ୍ଡlଙ୍କ ଝିଅ l କସ୍ତୁରୀ ମଙ୍ଗଳବା