ହିନ୍ଦୋଳ: ଲମୋଦରପୁର ନିକଟ ଦୁର୍ଘଟଣାରେ ଯୁବକ ଗୁରୁତର
ଢେଙ୍କାନାଳ ଜିଲ୍ଲା ସଦର ଥାନା ଭାପୁର ରାସ୍ତାର ଲମୋଦରପୁର ଗ୍ରାମ ନିକଟ ଆଜି ସନ୍ଧ୍ୟାରେ ଏକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଧ୍ୟା ୭ଟାରେ ଚିକିତ୍ସିତ ହୋଇଛନ୍ତି । ସୂଚନା ମୁତାବକ ମହୁଲବେରେଣୀ ଗ୍ରାମର ପ୍ରାର୍ଥ ନାୟକ କ ବାଇକ ନେଇ କୌଣସି କାମରେ ଯାଉଥିବା ବେଳେ ହଠାତ ଦୁର୍ଘଟଣା ଘଟିଥିଲା ।