ଗଞ୍ଜାମ ସହରରେ ଆୟୋଜନ ହେବାକୁ ଥିବା ବହୁ ପ୍ରତୀକ୍ଷିତ ମେଗା ଡାନ୍ସ ଇଭେଣ୍ଟ “ବ୍ରେକ ଦ ଫ୍ଲୋର – ସିଜନ୍ ୨” ବ୍ରହ୍ମପୁର କଳା ପରିଷଦ କବିସୂର୍ଯ୍ୟ ମଞ୍ଚ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି l ଚଳିତ ବର୍ଷ ଏହି ମେଗା ଇଭେଣ୍ଟ ତଥା ବ୍ରେକ ଦା ଫ୍ଲୋରର ତ୍ରିଶା ଅଗ୍ରୱାଲ, ଶ୍ରେଷ୍ଠା ମିଶ୍ର ଏବଂ ଏମଜିଲ କୀର୍ତ୍ତିକା ଚମ୍ପିୟାନ ହୋଇଛନ୍ତି l ଡେନ୍ସ ପ୍ଲସ ପ୍ରୋ ର ବିଜେତା ଛତିଶଗଡ ରାଜ୍ୟର ରିତେଶ ପଲ ବିଚାରକ ଭାବେ ଯୋଗ ଦେଇ ମଂଗଳବାର ସଂଧ୍ୟାରେ ଚମ୍ପିୟାନ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ l