ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆମ୍ବଗାଁ ପଞ୍ଚାୟତ ସୁମନ୍ତପୁର ଗ୍ରାମ ଗ୍ରସ୍ତ କରିଛନ୍ତି ବିଜେପି ସାନଖେମୁଣ୍ଡି ପୂର୍ବତନ ବିଧାୟକ ପ୍ରାର୍ଥୀ ଉତ୍ତମ କୁମାର ପାଣିଗ୍ରାହୀ l ସେ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଗ୍ରାମ ପରିକ୍ରମା କରାଇଥିଲେ l ପରେ ଗ୍ରାମର ସକ୍ରିୟ ବିଜେପି କର୍ମୀ ଙ୍କ ସହ ଦଳୀୟ ସଂଗଠନ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପରେ ସେ ଗ୍ରାମର ଗଜାନନ ଙ୍କ ମନ୍ଦିର କୁ ଯାଇ ଦର୍ଶନ କରିଥିଲେ l