ପୁରୀ ମ୍ୟୁନିସିପାଲଟି: ଭୁଦାନ ଛକ ରାସ୍ତାରେ ଷ୍ଟଣ୍ଟ ମାରିବା ନେଇ ଚାଲାଣ କଟିଛି l ଗାଡି ମାଲିକ ଙ୍କ ନାଁରେ 13 ହଜାର ଟଙ୍କା ଚାଲାଣ l
Puri M, Puri | Sep 8, 2025
ବାଇକରେ ଷ୍ଟଣ୍ଟ ମାରିବା ମହଙ୍ଗା ପଡିଛି l ରାସ୍ତାରେ ଷ୍ଟଣ୍ଟ ମାରିବା ନେଇ ଚାଲାଣ କଟିଛି l ଗାଡି ମାଲିକ ଙ୍କ ନାଁରେ 13 ହଜାର ଟଙ୍କା ଚାଲାଣ...