ସୋରଡ଼ା ନିର୍ବାଚନ ମଣ୍ଡଳୀ ର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଖଇରପୁଟି ଗ୍ରାମପଞ୍ଚାୟତର ଖଇରପୁଟି ଗ୍ରାମରେ ଥିବା ଖଇରପୁଟି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅବସରରେ ଯୋଗଦେଇ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିବା ସହ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ଆହରଣ ଏବଂ ଉତ୍ତମ ଚରିତ୍ର ଗଠନର ପରାମର୍ଶ ଦେଇଛନ୍ତି ବିଧାୟକ ନୀଳମଣି ବିଶୋଇ.