ଜଳେଶ୍ବର: ରାଇବଣିଆ ଅଞ୍ଚଳରେ 30 ଟିକିଆ ହାତୀପଲ ଙ୍କ ଉପଦ୍ରଵ, ଭୟବିତ ଅଞ୍ଚଳବାସୀ
ଆଜି ବାଲେଶ୍ବର ଜିଲ୍ଲା ଜଳେଶ୍ଵର ବ୍ଲକ ରାଇବଣିଆ ଅଞ୍ଚଳରେ ୩୦ ଟିକିଆ ହାତୀଙ୍କ ଉପଦ୍ରବ, ଭୟଭୀତ ରାଇବଣିଆ ଅଞ୍ଚଳର ବାସିନ୍ଦା, ସୁଚନା ଅନୁଯାୟୀ ସିମିଳିପାଳ ଅଞ୍ଚଳର ୩୦ ଟିକିଆ ହାତୀ ପଲ ରାଇବଣିଆ ଅଞ୍ଚଳର ବିଭିନ୍ନ ଅଞ୍ଚଳରେ ରହି ଉପଦ୍ରବ କରୁଛନ୍ତି,ଏହି ହାତୀ ପଲ ଗତ ୩ ଦିନ ଧରି ଲୁହାପଡା, ଧାନ ଘେରା ପ୍ରଭୃତି ସିମାନ୍ତବର୍ତ୍ତି ଜଙ୍ଗଲରେ ରହି ରାତି ହେଲେ ଗାଁ ମୁହାଁ ହେଉଛନ୍ତି ଏହି ଅଞ୍ଚଳର ଚାଷଜମି ନଷ୍ଟ କରୁଥିବା ବେଳେ ବାଡ଼ି ବଗିଚାରେ ପସି ପନିପରିବା ନଷ୍l କରୁଛନ୍ତି, ରାତିରେ ଗାଁ ଭିତରକୁ ପଶୁ ଥିବାରୁ ମଧ୍ୟ ହେଲେ ଲୋକେ ଭୟରେ ଘରୁ ବା